Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ ପାଳନ।

କୋକସରା;୦୭/୦୧ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୬ ତମ ଜନ୍ମ ଉତ୍ସବ କୋକସରା ବ୍ଲକ ଆମପାଣି ସତସଙ୍ଗ କେନ୍ଦ୍ର ଠାରେ ୧୩୬ ତମ ମହୋତ୍ସବ ପାଳନ ହୋଇଯାଇଛି। ଏହି ଉତ୍ସଵ ପାଳନ ଅବସରରେ ପ୍ରାତଃ ସମୟରେ ଉଷା କୀର୍ତ୍ତନ,ସମବେଦ ପ୍ରାର୍ଥନା, ସଂଗୀତାଞ୍ଜଳି,ପରେ ସୁସଜ୍ଜିତ ରଥ ସଂକୀର୍ତ୍ତନ ଦଳ ସହ ଆମପାଣି ନଗର ପରିକ୍ରମା ଓ ସତସଙ୍ଗ ସଦାଲୋଚନା କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ଶ୍ରୀଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସର ରେ ସତସଙ୍ଗ କମିଟିର ସଭାପତି ତ୍ରିନାଥ ପ୍ରସନ୍ନ ରାୟ,ମୁଖ୍ୟ ଅତିଥି ଭାବେ ଶ୍ରୀ ସରୋଜ କାନ୍ତ ଖମାରୀ , କଳାହାଣ୍ଡି ଜିଲ୍ଲା ସତସଙ୍ଗ କମିଟିର ସଭାପତି ଜନାର୍ଦ୍ଦନ ପଣ୍ଡା,ସୁଶାନ୍ତ ଖମାରୀ, ମୁଖ୍ୟ ବକ୍ତା ଭାବେ ବଟକୃଷ୍ଣ ଡାକୁଆ, ଆନନ୍ଦ କୁମାର ସିଂହ, ସଞ୍ଜୟ ପଣ୍ଡା, ଉପସ୍ଥିତ ରହି ଠାକୁର ଙ୍କ ଭଜନ, କୀର୍ତ୍ତନ ରେ ସାମିଲ ରହିଥିଲେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଶହ ଶହ ଭକ୍ତ ଉପସ୍ଥିତ ରହି ଠାକୁର ଙ୍କ କୃପା ଲାଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ