Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାବିନିପୁର ପଞ୍ଚାୟତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସାଂସଦ କୁ ପକ୍ଷରୁ ଉଦଘାଟିତ।

ଗୋପାଳପୁର,୦୭/୦୧ ଭାବିନିପୁର ଗ୍ରାମପଞ୍ଚାୟତର ପ୍ରାୟ ୨୩ ଲକ୍ଷ ଟଙ୍କାର ପ୍ରାଥମିକ ବିଦ୍ୟାଳୟ ର ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ସହ ଶୌଚାଳୟ, ୧୫ଲକ୍ଷ ବ୍ୟୟରେ ପଞ୍ଚାୟତ ଗୋଦାମ ଗୃହ କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରଙ୍ଗେଈଲୁଣ୍ଡା ବ୍ଆଲକ ବିଡ଼ିଓ ମଶୁମାନ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ସିଏଚ ନରେଶ, ଜ଼ିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ସରପଞ୍ଚ ଇଂ. ରଞ୍ଜିତ ସାହୁ, ସମିତିସଭ୍ୟ ଦୁର୍ୟୋଧନ ରାଉଳ, କୈଳାସ ଚନ୍ଦ୍ର ସତପଥି, ଦଣ୍ଡପାଣି ପାତ୍ର, ବିପ୍ର ଚରଣ ସାହୁ, ବୋଇରାଗୀ ପାତ୍ର, ସଂଗ୍ରାମ ଆଚାର୍ଯ୍ୟ, ଆଦିତ୍ୟ ପଟ୍ଟନାୟକ, ଗୋବର୍ଧନ ପ୍ରଧାନ, ନାୟବ ସରପଞ୍ଚ ଶିବାନୀ ପାତ୍ର ଏବଂ ସମସ୍ତ ୱାର୍ଡ ସଭ୍ୟା ସଭ୍ୟ ଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories