Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବକ୍ସିଂ (ମହିଳା ) ଦଳର ପଞ୍ଜାବ ଗସ୍ତ

ଗୋପାଳପୁର ୧୦/୧/୨୪ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବକ୍ସିଂ (ମହିଳା )ଦଳ ଆଜି ପଞ୍ଜାବ ଗସ୍ତ କରିଛନ୍ତି l ପଞ୍ଜାବ ସ୍ଥିତ ଲବଲି ପ୍ରଫେସନାଲ ୟୁନିଭରସିଟି ଠାରେ ଚଳିତ ମାସ ୧୪ ତାରିଖ ଠାରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ଉତ୍ତର ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ବକ୍ସିଂ ମହିଳା ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି ଗସ୍ତ କରିଛନ୍ତି l ଦଳରେ ଡୁରା ସ୍ଥିତ ରାମ ନାରାୟଣ କଲେଜର ନନ୍ଦିନୀ ଗୌଡ଼, ସୃତିସା ରାଣୀ ପାଣିଗ୍ରାହୀ, ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ମୋନସ୍ମିନୀ ସାବତ ରହିଥିବା ବେଳେ ମେନେଜର ଏବଂ କୋଚ ଭାବେ ଗୁଣୁପୁର ମହର୍ଶୀ କଲେଜର କୃଷ୍ଣ ଚନ୍ଦ୍ର ସାହୁ ଗସ୍ତ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories