ଯମୁନା ସାଗରସିଭମ୍ ଆମେରିକାର ଜଣେ ଜଣାଶୁଣା ନୃତ୍ୟଶିଳ୍ପୀ | ସେ ମାଇକେଲ ଜ୍ୟାକସନଙ୍କ “Black or White” ଗୀତରେ ତାଙ୍କ ସହ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଲୋକଲୋଚନକୁ ଆସିଥିଲେ |
ସେ ଶ୍ରୀଲଙ୍କାର ଉତ୍ତରରେ ଜନ୍ମଗ୍ରହଣ କରିଥିଲେ। ତିନି ହଜାର ନୃତ୍ୟଶିଳ୍ପୀଙ୍କୁ ହରେଇ, ସେ ଏହି ସୁଯୋଗ ପାଇଥିଲେ | ଏହା 14 ଘଣ୍ଟା ନୃତ୍ୟ ସମୟ ନେଇଥିଲା |
ସେ ମାଇକେଲଙ୍କୁ ବହୁତ ସ୍ନେହପୂର୍ଣ୍ଣ ଚେହେରା ସହିତ ଦେଖଥିଲେ ଯାହାର ଫୋଟ ବହୁତ ଚର୍ଚ୍ଚାର ବିଷୟ ହେଇଥିଲା | ବର୍ତ୍ତମାନ ସେ ଆମେରିକାର ଜଣେ ମୂଲ୍ୟବାନ ବ୍ୟକ୍ତିତ୍ୱ |