Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ୧୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

କଳାହାଣ୍ଡି, ୧୬/୦୧ (ଜଗନ୍ନାଥ ନାଏକ) :
ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ୧୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ସଭାପତି ସୁରେନ୍ଦ୍ର ମୋହନ ଯୋଷୀ, ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ଅତିଥି ସଞ୍ଜୟ କୁମାର ଶତପଥୀ (VC Maa Manikeswari University), ସମ୍ମାନିତ ଅତିଥି ତେମଲାଲ ଦୁବେ (ADEO), ସମ୍ମାନିତ ଅତିଥି ଶାନ୍ତନୁ କୁମାର ବେହେରା। ଅଜିତ କୁମାର ନାୟକ ଓ ଦିଲେଶ୍ୱର୍ ରଣା ଙ୍କୁ ସମ୍ମାନିତ କରାଯାଇଥିଲା। ସଭାରେ ଉପସଭାପତି ବିରେନ୍ଦ୍ର ବାଗ ଉପସଭା ନେତ୍ରୀ ଅର୍ଚ୍ଚନା ମିଶ୍ର କୋଷାଧ୍ୟକ୍ଷ ଶିବ ଦାସ ଜିଲ୍ଲା ସଂଗଠନ ସମ୍ପାଦକ ପଦ୍ମ ନାଏକ ଜିଲ୍ଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପଧାନ , ଲିଙ୍ଗରାଜ ନାଏକ, ପ୍ରର୍ଣ୍ଣଚନ୍ଦ୍ର ପୁଝାରୀ ଜିଲ୍ଲା ଉପଦେଷ୍ଠା ମଣ୍ଡଳୀ ଗଣେଶ ବେହେରା, ଭୁବନେଶ୍ୱର ପଟ୍ଟନାୟକ, ବିନୋଦ ବିହାରୀ ମଣ୍ଡଳ ଜିଲ୍ଲା କୋର୍ କମିଟି ସଦସ୍ୟ ଦିଲ୍ଲୀପ ଖାନଶମା, ଜଗଦୀଶ ପାଣି,ଯୋଗେଶ୍ୱର ମିଶ୍ର ,ଶ୍ରୀନିବାସ ଆଚାରି , ଅମରେନ୍ଦ୍ର ପଟ୍ଟନାୟକ , ତପନ କୁମାର ବେହେରା ଉପସ୍ଥିତ ଥିଲେ। ମଧୁସୂଦନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଧନ୍ୟବାଦ ବିରେନ୍ଦ୍ର ବାଗ ପ୍ରଦାନ କରିଥିଲେ । ୧୩ ଟି ବ୍ଲକର ସଭାପତି ସମ୍ପାଦକ ଓ କୋରେ କମିଟି ସଦସ୍ୟ ଏବଂ ସମସ୍ତ ବ୍ଲକ୍ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ