Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୫ତମ ସାଧାରଣତନ୍ତ୍ର ଦିବସ ରେ ବକୃତା ପ୍ରତିଯୋଗିତାରେ କ୍ଷଣିକା ପ୍ରସନ୍ନା ପ୍ରଥମ

ଚିପିଲିମା,ବରଗଡ ଜିଲ୍ଲା ଭଟଲି ସମ୍ବାଦଦାତା ରିଙ୍କୁ ଷଡଙ୍ଗୀଙ୍କ ଝିଅ କ୍ଷଣିକା ପ୍ରସନ୍ନା ଷଡଙ୍ଗୀ ବ୍ଲକ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ସ୍ତରୀୟ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓ ଶାନ୍ତି ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ସର୍ବୋତ୍ତମ ଛାତ୍ରୀ ଭାବେ ଆଜି ସାଧାରଣ ପ୍ୟାରେଡ ପଡ଼ିଆରେ ମୁଖ୍ୟଅତିଥି ଶ୍ରୀମତୀ ମାନିନୀ ଭୋଇ, ଅଧ୍ୟକ୍ଷା ଜିଲ୍ଲା ପରିଷଦ ବରଗଡ଼, ବ୍ଲକ୍ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ବିଡିଓ ଭିକ୍ଟର ସୋରେଙ୍ଗ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।କ୍ଷଣିକାଙ୍କୁ ସର୍ଵସାଧାରଣରେ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ