Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ଜଗନ୍ନାଥ ବିହାର ଦୁର୍ଗାପୂଜା କମିଟୀ ପକ୍ଷ୍ୟରୁ ସାଧାରଣ ପାଳନ

ଚିପିଲିମା, ୭୫ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ବୁର୍ଲା ଜଗନ୍ନାଥ ବିହାର ଦୁର୍ଗାପୂଜା କମିଟୀ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ବିହାର ଶାସ୍ତ୍ରୀ ଛକ କମିଟି କାର୍ଯ୍ୟାଳୟ ଠାରେ ରାଷ୍ଟ୍ରୀୟ ଗାନସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ ରେ କମିଟୀର ଉପଦେଷ୍ଟା ତଥା ସମାଜ ସେବୀ ଶ୍ରୀ ପ୍ରଦୀପ କୁମାର ଧୀମାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଦୁର୍ଗାପୂଜା କମିଟୀର ସଭାପତି ଶିବଶଙ୍କର ଦଳେଇଙ୍କ ସମେତ ଉପସଭାପତି ରଞ୍ଜନ ରାଉତ ,ଟୁନୁ ସାହୁ ସମ୍ପାଦକ ନରେଶ ରଞ୍ଜନ ପଣ୍ଡା, ଆବାହକ ଗିରିଜା ନାୟକ, ମନୋରଞ୍ଜନ ପଟନାୟକ,ଆଶିଷ ପଣ୍ଡା ଓ ଅନ୍ୟମାନଙ୍କ ମଧ୍ୟରେ ଚୈତନ୍ୟ ଭୋଇ,ଓକିଲ ଖମାରି ,ଗିରିଧାରୀ ମହାନନ୍ଦ ,ସୁରେନ୍ଦ୍ର ବେହେରା ବଳରାମ ଦେହୁରୀ, ଜଗନ୍ନାଥ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ