Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ମ୍ୟାଚ୍

ଆଜିଠୁ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ। ୬ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାର ୱାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ମ୍ଯାଚ ଖେଳାଯିବ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ପ୍ରଥମ ମ୍ଯାଚ ଜିତି ୧-୦ ରେ ଆଗୁଆ ରହିଛି । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ଖେଳାଯାଇଥିବାବେଳେ ଏହାକୁ ୨୮ ରନରେ ଇଂଲଣ୍ଡ ଜିତିନେଇଥିଲା। ପ୍ରଥମ ଇଂନିସରେ ୧୯୦ରନ ପଛରେ ଥିଲେ ମଧ୍ଯ ଦ୍ବିତୀଯ ଇଂନିସରେ ଦମଦାର ପ୍ରଦର୍ଶନ କରି ଦଳ ଭାରତକୁ ପରାଜିତ କରିଥିଲା। ଦ୍ବିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଜେମ୍ସ ଆଣ୍ଡରସନ ଦଳକୁ ଫେରିଥିବାବେଳେ ସୋଏବ ବସିର ଡେବ୍ୟୁ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ