Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଶାଶକ୍ତ  ଯୁବକ ନିଜ ଗଳା କାଟି ଅତ୍ମହତ୍ୟା ଉଦ୍ୟମ, ଭୀମସାର ରେ ଭର୍ତ୍ତି

ଚିପିଲିମା,ସମ୍ବଲପୁର ବୁର୍ଲା ଥାନା କରଡୋଳା ପଞ୍ଚାୟତ ବାଗବାଡି ଗ୍ରାମର ପରମାନନାଦ ସେଠ ଙ୍କ ପୁଅ ଦୀପକ ସେଟ (୨୨) ନିଜ ମା ଙ୍କ ସହିତ କୌଣସି କାରଣ ନେଇ ଝଗଡା କରିବା ପରେ ଶକ୍ତ ଧାରୁଆ ଅସ୍ତ୍ର ରେ ନିଜର ଗଳା କାଟି ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣା ପଡିଛି।  ସୂଚନା ଅନୁସାରେ ଦୀପକ ନିଶା ଶକ୍ତ ଅବସ୍ଥାରେ ଏହି ଭଳି କାଣ୍ଡ ଭିଆଇ ଥିବା ଲୋକଙ୍କ ତଥା ପରିବାର ମଧ୍ୟରେ ଚର୍ଚ୍ଚା ହେଉଛି l
ଚିପିଲିମା ଅଞ୍ଚଳରେ ପ୍ରବଳ ମାତ୍ରା ଗାଁ ଗାଁ ରେ ମଦ ବିକ୍ରି ଯୋଗୁଁ ଏହିଭଳି ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ