Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଲମପୁର ବ୍ଲକ ବିଜେଡି ସଭାପତି ହେଲେ ଅଭିମନ୍ୟୁ ବାଗ

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : ନିକଟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲିଥିବା ବ୍ଳକ ସଭାପତି ପଦବୀ ପୂରଣ କରିଛନ୍ତି । ଏପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜେଡି ସଭାପତି ଭାବେ ଅଭିମନ୍ୟୁ ବାଗଙ୍କୁ ମନୋନିତ କରିଛନ୍ତି । ଶ୍ରୀ ବାଗ ଏହି ବ୍ଳକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅଧିନସ୍ଥ ପୋଟେସ ଗ୍ରାମର ହୋଇଥିବା ବେଳେ , ସେ ପଛୁଆବର୍ଗରୁ ଆସିଛନ୍ତି । ସେ ସୁସଂଗଠକ ଓ ଶାନ୍ତ ସ୍ଵାଭାବର ମଣିଷ ହୋଇଥିବା ବେଳେ , ନିର୍ବାଦିୟ ଓ ସରଳ ବ୍ୟକ୍ତିତ୍ଵ ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ । ଏଭଳି ବ୍ୟକ୍ତିତ୍ବକୁ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ମହଳରେ ମାନ୍ୟବର ହାଇକମାଣ୍ଡଙ୍କୁ ସାଧୁବାଦ ଜଣାଇଛନ୍ତି ।