Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା ! ଅଭିଯୁକ୍ତ କୋର୍ଟ ଚାଲାଣ

କଳାହାଣ୍ଡି, ୨୦/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମକ୍ରାଗୁଡା ଗାଁରେ ଜାନୁୟାରୀ ୨୯ ତାରିଖ ଦିନ ଜଣକୁ ବାଇକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମକ୍ରାଗୁଡା ଗ୍ରାମର ରାଧା ମୋହନ ଛତ୍ରୀଆଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ କେଗାଁ ପୋଲିସ ୧୯/୨୪ ରେ ଏକ ମାମଲା ରୁଜୁ କରିଥିଲେ । ହେଲେ ବାଇକ ଅରୋହୀ ଫେରାର ଥିବା ନେଇ ପୋଲିସ ବହୁ ଛାନ ଭିନ କରି ଅଭିଯୁକ୍ତ କାରୀ ବିପିନ ନାଏକଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ଏସ୍ ଆଇ ମେଘରାୟ ହାସଦା ସୂଚନା ଦେଇଛନ୍ତି ।