Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୁ ପଟ୍ଟନାୟକ ଜୟନ୍ତି ଅବସରରେ ବୀରମହାରାଜପୁର ମିନି ଷ୍ଟାଡିୟମ ରୁ ବାହାରିଲା ସାଇକେଲ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର )
ସ୍ଥାନିୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରୁ ଏକ ସାଇକେଲ ଶୋଭାଯାତ୍ରା ଆଜି ସକାଳେ ବାହାରି ବସ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚି ଥିଲା l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଏହାର ନେତୃତ୍ୱ ନେଇଥିଲେ I ଅଞ୍ଚଳର ଶତାଧିକ ବିଜୁ ପ୍ରେମୀ ଉକ୍ତ ରାଲିରେ ଅଂଶଗ୍ରହଣ କରିଥିଲେ I 108 ତମ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତି ଅବସରରେ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ସଭା ସମିତି ବିଜୁ ଜନତା ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ବହୁ ବିଜୁ ପ୍ରେମୀ ଙ୍କ ସହ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା I