Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ଈଶ୍ୱରୀୟ ବ୍ରହ୍ମକୁମାରୀ କେନ୍ଦ୍ର ଠାରେ ଶିଵ ଜୟନ୍ତୀ ପାଳନ…

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ଈଶ୍ୱରୀୟ ବ୍ରହ୍ମକୁମାରୀ କେନ୍ଦ୍ର ର ନିର୍ମାଣଧିନ ଗୃହ ଠାରେ ଶୁକ୍ରବାର ଶିଵ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଅବସରରେ ଅତିଥି ଭାବେ ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ଅବସର ପ୍ରାପ୍ତ ସୈନିକ ସାରଙ୍ଗପାଣି ଭୋଇ,ବବିତା ଭଉଣୀ ପ୍ରମୁଖ ଯୋଗ ଦେଇ କେକ୍ କାଟିବା ସହ ପତାକା ଉତ୍ତୋଳନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୋଦଣ୍ଡ ସାହୁ,ଭୁବନ ବିହାରୀ ସିଂ ଓ ବ୍ରହ୍ମ କୁମାରୀ, ବ୍ରହ୍ମ କୁମାର ମାନେ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ