Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲା ମହଦା ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁ ଘଟଣା ରେ ୨ଜଣ ଗିରଫ ା

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଦନ୍ତା ହାତୀ ମୃତ୍ୟୁ ଘଟଣା ରେ ଦୁଇ ଗିରଫ। ଗିରଫ ଦୁଇ ଜଣ ହେଲେ ବାପ ଓ ପୁଅ । ଗତ କାଲି ବିନିକା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ଗାଁ ଜଙ୍ଗଲ ରେ ବାରହା ଫାସ ରେ ପଡି ଦନ୍ତା ହାତୀ ମୃତ୍ୟୁ ହୋଇଥିଲା । ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ବନବିଭାଗ । ଗିରଫ ବ୍ୟକ୍ତିମାନେ ହେଲେ ବିରେନ୍ଦ୍ର ଶର୍ମା ଏବଂ ଆଲାଉଦ୍ଦିନ ଶର୍ମା ବୋଲି ଜଣାପଡିଛି। ଉଭୟ ବାପ ଏବଂ ପୁଅ ମିଶି ବାରହା ଶିକାର ପାଇଁ ତାର ବିଛାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ