Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥାନାରେ ହସ୍ତାନ୍ତର କରିବାକୁ ବିଜ୍ଞପ୍ତି ଜାରି

ଗୋପାଳପୁର ୧୭/୩
ସାଧାରଣ ନିର୍ବାଚନକୁ ନଜରରେ ରଖି ବ୍ରହ୍ମପୁର ଏସ. ପି ଡା. ଶ୍ରବଣା ବିବେକ ଏମଙ୍କ ପକ୍ଷରୁ ଜିଲ୍ଲା ର ପ୍ରତ୍ୟେକ
ଥାନାକୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥାନାରେ ହସ୍ତାନ୍ତର କରିବାକୁ ଚିଠି ହୋଇଛି l ଏ ନେଇ ଥାନା ଅଧିକାରୀ ଶରତ କୁମାର ମାହାଲିକ ଗୋପାଳପୁର ଥାନା ଅଧୀନରେ ଥିବା ପ୍ରାୟ ୫୦ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀ ମାନଙ୍କୁ ସେମାନଙ୍କ ବନ୍ଧୁକ କୁ ଶୀଘ୍ର ହସ୍ତାନ୍ତର କରିବା ପାଇଁ ସୂଚନା ଦେଇଛନ୍ତି l ପରବର୍ତ୍ତୀ ବିଜ୍ଞପ୍ତି ପରେ ବନ୍ଧୁକ ଧାରୀଙ୍କୁ ସେମାନଙ୍କ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories