ସୁବଳୟା ପୋଲିସ ର ସହରରେ ଫ୍ଳାଗ୍ ମାର୍ଚ୍ଚ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବଳୟା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ପଧାନ ଙ୍କ ନେତୃତ୍ୱରେ ମଙ୍ଗଳବାର ସୁବଳୟl ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ସହିତ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରୁଥିବା ଦେଖା ଯାଉଥିଲା l ଆସନ୍ତା ସାଧାରଣ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ । ଏହି ଫ୍ଲାଗ ମାର୍ଚ୍ଚ ରେ ପୋଲିସ ଏସ୍. ଆଇ.ପିଉଷ ରାଜ୍ ନାୟକ, ଏ .ଏସ. ଆଇ, ସନ୍ତୋଷ ସିନ୍ଦରିଆ , ଗୌର ମଣି ମେହେର ଙ୍କ ସମେତ ଫୋର୍ସ ସହ ସହର ଭିତରେ ପରିକ୍ରମା କରିଥିଲେ ।