Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର- ବାଉଁଶୁଣି ସେତୁ ନିର୍ମାଣ ପାଇଁ ଭୂମି ପୂଜନ

ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରୁ ବାଉଁଶୁଣି ସଂଯୋଗ ପାଇଁ ମହାନଦୀ ଉପରେ ସେତୁ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବୁଧବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପିଣ୍ଟୁ ଶତପଥୀ ପୂଜା କାର୍ଯ୍ୟ ତୁଲାଇଥିଲେ I ପୂର୍ତ୍ତବିଭାଗ ଏସ୍ ଡି ଓ , ଯନ୍ତ୍ରୀ ଙ୍କ ସହ ଦେଉଳି ୱାର୍ଡ ମେମ୍ବର ରଞ୍ଜିତ କୁମାର କର୍ମି , ମାନସ ମିଶ୍ର , ମା ମାହେଶ୍ୱରୀ ସେନା ର ସୁଧାଂଶୁ କର୍ଣ୍ଣ , ଅଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ