Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନାଦେଶ ୨୦୨୪: ୨୬୧ ସିଟରେ ଆଗୁଆ ଏନଡିଏ, ୬୭ରେ ଆଗରେ ରହିଛି ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ସାତୋଟି ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଆଜି ଆରମ୍ଭ ହୋଇ ଯାଇଛି ଭୋଟ୍ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଆସିବାରେ ଲାଗିଛି । ୫୪୩ ଲୋକସଭାରୁ ୩୩୦ ସିଟର ପ୍ରଥମ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏଥିରେ ଏନଡିଏ ୨୬୧ ସିଟରେ ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୬୭ରେ ଆଗୁଆ ରହିଛି । ଅନ୍ୟ ୧୧ଟି ସିଟରେ ଆଗୁଆ ରହିଛି । ସଂଖ୍ୟା ଗରିଷ୍ଠତା ପାଇଁ ଦରକାର ୨୭୨ ସିଟ୍‌, ଯାହାର ବେଶ ନିକଟତର ଏନଡିଏ । ପ୍ରାୟ ସବୁ ଏକଜିଟ ପୋଲରେ ଏନଡିଏ ୩୫୦ରୁ ୪୦୦ ଭିତରେ ସିଟ୍ ଜିତିବ ବୋଲି ଆକଳନ କରିଥିଲେ । ଆଉ ଏହା ପ୍ରାରମ୍ଭିକ ଟ୍ରେଣ୍ଡରୁ ସତ ହେବାରେ ଲାଗିଛି ।