Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁକୁର ଙ୍କ ଆକ୍ରମଣ ରୁ ହରିଣକୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କଲେ ଯୁବକ ମାନେ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ରଢ଼ିଆପାଲି ଜଙ୍ଗଲ ନିକଟରୁ ଏକ ହରିଣ କୁ   କୁକୁର  କାମୁଡିବା ପାଇଁ ଦୌଡlଉଥିବା ବେଳେ ସ୍ଥାନୀୟ ଯୁବକମାନେ ହରିଣ କୁ  ରକ୍ଷା କରିଥିଲେ l ସେତେବେଳେ କୁକୁର ମାନେ ହରିଣ କୁ ଅନେକ ସ୍ଥାନ ରେ ଆକ୍ରମଣ କରି କ୍ଷତାକ୍ତ କରି ସାରିଥିଲେ l ବିଶେଷ କରି ହରିଣ ର ଗୋଡ଼ ରେ ଆକ୍ରମଣ କରିଥିବାରୁ ଠିକ ଭାବେ ଚlଲିପାରୁ ନ ଥିଲା l ସ୍ଥାନୀୟ ଯୁବକ ହରିଣ କୁ ଉଦ୍ଧାର କରି  ବନ ବିଭାଗ କୁ ଦେବା ପରେ ହରିଣ କୁ ଚିକତ୍ସା ପାଇଁ ବିଳମ୍ବ ହେତୁ ହରିଣ ଟି ମୃତ୍ୟୁ ହୋଇ ଯାଇଥିବା ସ୍ଥାନୀୟ ଯୁବକ ଅଭିଯୋଗ କରିଛନ୍ତି l ଖବର ଅନୁସାରେ ଦଳେ କୁକୁର ଜଙ୍ଗଳ ରେ ବୁଲି ବୁଲି ବନ୍ୟ ଜନ୍ତୁ କୁ ଆକ୍ରମଣ କରି ମlରି ଦେଉଥିବା ଖବର ବନ ବିଭାଗ ପାଖରେ ରେ ଥିଲେ ବି କୌଣସି ପଦ କ୍ଷେପ ନେଉ ନ ଥିବା ଯୋଗୁଁ ଅଂଚଳ ରେ ଅସନ୍ତୋଷ ବୃଦ୍ଧି ପାଉଛି l