Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଓ ଆଞ୍ଚଳିକ ଉଚ୍ଚ ବିଦ୍ୟlପୀଠ ମିଳିତ ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ଓ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଡାକ୍ତରଖାନାର ଆୟୁଷ ମେଡିକାଲ ଅଫିସର ଡା. ଅମିତ କୁମାର ମୁଦୁଲି , ANM କୋଲ୍ଲୀ ଲଷ୍ମୀ , ସ୍ବାସ୍ଥ୍ୟକର୍ମୀ ଗିରିଧlରି , ସାହୁ ଅଳକା ମହାକୁର ଓ ଆଶା କର୍ମୀ ମୈଥିଲି ମେଣ୍ଡିଲି ଅଙ୍ଗନବାଡି କର୍ମୀ ଅମ୍ବିକା ବିଶି ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ସ୍କୁଲରପ୍ରଧାନ ଶିକ୍ଷକ ବ୍ରଜମୋହନ ବାରିକ ଙ୍କ ତତ୍ତ୍ବାବଧାନରେ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ସମୂହ ଔଷଧ ସେବନ କରିଥିଲେ | ଏଥିରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିନବନ୍ଧୁ ପ୍ରଧାନ ପ୍ରଥମେ ଔଷଧ ସେବନ କରି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ଗୌରୀଶଙ୍କର ପୁଜାହାରୀ ଫାଇଲେରିଆ ରୋଗର ନିରାକରଣ ସମ୍ବଦ୍ଧରେ ବୁଝାଇବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।