Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ର ଗ୍ରାମାଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ତିଥିରେ ନିଆରା ପରମ୍ପରା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ତିଥିରେ ଆଜି ସନ୍ଧ୍ୟାରେ ପ୍ରତ୍ୟେକ ଗ୍ରାମରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ସମସ୍ତଙ୍କ ଘରୁ ଛୋଟ ପିଲା ମାନେ ଗୋଟିଏ ଗୋଟିଏ ମାଟିରେ ତିଆରି ହୋଇଥିବା ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଗ୍ରାମ ପରିକ୍ରମା କରିଥିଲେ । ଚଳିତ ବର୍ଷ କିରୋସିନ ମିଳୁନଥିଲେ ମଧ୍ୟ ଡିଜେଲ , ପେଟ୍ରୋଲ ଏବଂ ମୋବିଲ ରେ ଅଗ୍ନି ସଂଯୋଗ କରୁଥିବା ହନୁମାନ ଲାଙ୍ଗୁଡ଼ରେ ଦେଖିବା ପାଇଁ ମିଳିଛି । ଅନେକ ଲୋକ ବା ବୁଦ୍ଧିଜିବି ମାନେ କିରୋସିନ ରାଜ୍ୟ ସରକାର ପୁଣି ବଜାରକୁ ବିକ୍ରି କରିବା ପାଇଁ ଯୋଗlଇ ଦେଲେ ଲୋକମାନେ ଖର୍ଚlନ୍ତରେ ପଡ଼ିବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ