Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନଝରିଆ ପାଲି ଅଙ୍ଗନୱାଡି କେନ୍ଦ୍ର ରେ ଡେଙ୍ଗୁ ରୋଗ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଗାଁ କଲ୍ୟାଣ ସମିତି ପକ୍ଷ ରୁ ଡେଙ୍ଗୁ ରୋଗ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପଂଚାୟତ ର ସମସ୍ତ ଗ୍ରାମ ର ଜନସାଧାରଣ ଙ୍କୁ ଡେଙ୍ଗୁ ରୋଗର ଏବଂ ତାର ନିରାକରଣ ଡେଙ୍ଗୁ ମଶା ବଂଶ ବୃଦ୍ଧି ନିରାକରଣ ସମ୍ପର୍କ ରେ ଲିପିବଦ୍ଧ ହୋଇଥିବା ପ୍ରଚାର ପତ୍ର ମାଧ୍ୟ୍ୟମରେ ଅବଗତ କରିବା ପାଇଁ କହିଥିଲେ l ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଗିରିଧାରୀ ସାହୁ ଓ ଅଳକା ମହାକୁର ସମେତ କେନଝିରିଆପାଲି ଗ୍ରାମର ୱାର୍ଡମେମ୍ବର ଗୁଣ ସାଗର କର୍ଣ୍ଣ ଓ ଗ୍ରାମର ଜନସାଧାରଣ ଙ୍କ ସମେତ ପଂଚାୟତ ର ସମସ୍ତ ଆଶା କର୍ମୀ ସି ଆର ପି , ଅଙ୍ଗନୱାଡି କର୍ମୀ ମାନେ ଯୋଗଦେଇଥିଲେ l