Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାପଥର କଲେଜ ପରିସରରେ ବିଭିନ୍ନ ଔଷଧିୟ ବୃକ୍ଷ ଓ ଫଳ ଚାରାରୋପଣ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସତ୍ୟବାଦୀ ହାୟରେ ସେକେଣ୍ଡାରି ସ୍କୁଲ ଓ ଭୁବନେଶ୍ଵର ସ୍ଥିତ ଅମୃତଧାରା ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏ ଅବସରରେ ଅମୃତଧାରା ଟ୍ରଷ୍ଟ ର ସମ୍ପାଦିକା ଧରିତ୍ରୀ ମହାକୁର , ଡାକ୍ତର ଅମିୟ ଗୌଡ଼ , ସ୍ଵେଚ୍ଛାସେବୀ କୁନ୍ତଲିନି ମହାକୁର ପ୍ରମୁଖଙ୍କ ସହ କଲେଜ ର ଛାତ୍ରଛାତ୍ରୀ ମିଶି ବିଭିନ୍ନ ଔଷଧିୟ ବୃକ୍ଷ ଓ ଫଳ ଚାରା ରୋପଣ କରିଥିଲେ l