Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଟଖା ଦୋକାନୀ ଙ୍କ ଉପରେ ଅବକାରୀ ବିଭାଗ ର ଚଢାଉ

କାମାକ୍ଷାନଗର: କାମାକ୍ଷାନଗର ସହର ମଧ୍ୟ ରେ ବିପୁଳ ପରିମାଣ ରେ ଗୁଟଖା ବିକ୍ରିହେଉଥିବାରୁ ଆଜି ଅବକାରୀ ବିଭାଗa ଅଧିକାରୀ ଶ୍ରୀଯୁକ୍ତ ସଞ୍ଜିବ ଶର୍ମା ଙ୍କ ନେତୃତ୍ବ ରେ ଏକ ଦଳ ଗଠନ କରାଯାଇ ସମସ୍ତ ପାନ ଦୋକାନ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ ଗୁଟଖା ଏବଂ ସିଗାରେଟ୍ ଜବତ କରାଯାଇଛି । ଶ୍ରୀଯୁକ୍ତ ଶର୍ମା ସମସ୍ତ ଗୁଟଖା ଦୋକାନୀ ଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି ଯଦି ଗୁଟଖା, ସିଗାରେଟ୍ ବିକ୍ରି କରିବାରୁ ନିବୃତ୍ତ ନରୁହନ୍ତି ତେବେ ଆଗକୁ ଜୋରିମାନା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଚଢାଉ ରେ ଅବକାରୀ ବିଭାଗ ଷ୍ଟାଫ୍ ଙ୍କ ସହ ଫୁଡ୍ ଡିପାର୍ଟମେଣ୍ଟ ସଦସ୍ୟ ଲୋପାମୁଦ୍ରା ନାୟକ ଏବଂ ହେଲଥ୍ ଡିପାର୍ଟମେଣ୍ଟ ର ସଦସ୍ୟ ପ୍ରଜ୍ଞା ପ୍ରିୟଦର୍ଶିନୀ ମହାନ୍ତି ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ