Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାବା ଗୋରଖନାଥଙ୍କ ୬ଟି ହୁଣ୍ଡିରୁ ୩୮ ଲକ୍ଷରୁ ଅଧିକ ଦାନ ଟଙ୍କା ବାହାରିଲା

ଜଗତସିଂହପୁର: ବାବା ଗୋରେଖନାଥ ମନ୍ଦିର ହୁଣ୍ଡି ଖୋଲିଛି । ପୀଠର ୭ଟି ହୁଣ୍ଡି ଖୋଲାଯାଇଛି ଗତ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ଏଥିରୁ ମୋ ୩୮ ଲକ୍ଷ ୪୦ ହଜାର ୩୯୫ ଟଙ୍କା ଆୟ ହୋଇଥିବା ଜଣାଯାଇଛି ।
ଗଣତି ସମୟରେ ତିର୍ତ୍ତୋଲ ତହସିଲଦାର, ଦେବୋତ୍ତର ଆୟୋକ୍ତ, ମନ୍ଦିର ପ୍ରଶାସନ, ଜିଲ୍ଲାର କେତେକ ଅଧିକାରୀ, ପୋଲିସ, ମନ୍ଦିରର କର୍ମକର୍ତ୍ତା ଏବଂ କେରେକେରା ଗାଁ ଲୋକଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । କଡା ସୁରକ୍ଷା ବଳୟ ଭିତରେ ହୁଣ୍ଡି ଖୋଲାଯାଇ ଗଣତି ପ୍ରକ୍ରିୟା କରାଯାଇଥିଲା ।