Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିକମପାଲି ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସ୍ବଚ୍ଛତା ଅଭିଯାନ

ଝାରସୁଗୁଡା ୨୦/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଫ୍ରେଣ୍ଡସ କ୍ଲବ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ମକର ମେଳା ଅବସରରେ ଭିକମପାଲି ପଞ୍ଚାୟତ ସ୍ଥିତ ମା ଘଣ୍ଟେଶ୍ୱରୀ ପୀଠରେ ଯେଉଁ ଅଳିଆ ଆବର୍ଜନା ସବୁ ହୋଇଥିଲା ତାକୁ ଫ୍ରେନସ କ୍ଲବର ସଦସ୍ୟ ମାନେ ସଫା କରିଥିଲେ । ଭିକମପାଲି ଫ୍ରେଣ୍ଡସ କ୍ଲବର ସଭାପତି ଅଭିଷେକ ହୋତାଙ୍କ ସହିତ ଦୀପକ ମେହେର,କିଶୋର ମେହେର, ପିକୁ ମିଶ୍ର, ସ୍ଵାଧୀନ ମହାପାତ୍ର,ମଧୁସୂଦନ ପଟେଲ, ଅର୍ଜୁନ ଗଣ୍ଡ, ଦେବଦତ୍ତ ପାଣ୍ଡେ,ଉପେନ୍ଦ୍ର ମେହେର,ଗଣେଶ ବଞ୍ଜାରା,ସୁଦାମ ୟାଦବ,ସିମାନ ସାହୁ, ରୁପେଶ ପଟ୍ଟନାୟକ, ଅଭିଷେକ ରାୟ,ସ୍ବାଗତ ପଟେଲ, ପୀୟୂଷ ମେହେର, ପ୍ରତୀକ ସାହୁ ପ୍ରମୁଖ କ୍ଲବର ସଦସ୍ୟ ମାନେ ସଫେଇ ଅଭିଯାନରେ ସାମିଲ ଥିଲେ ।

More Stories