Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି କହିଲେ ଗୁଗୁଲରେ ହେବ ପେମେଣ୍ଟ!

ନୂଆଦିଲ୍ଲୀ: ଏଣିକି କହିଲେ ଗୁଗୁଲରେ ହେବ ପେମେଣ୍ଟ। ଗୁଗୁଲ୍ ପେ ନିଜର ୟୁଜରଙ୍କ ପାଇଁ ଆଣିବାକୁ ଯାଉଛି ଏହି ଫିଚର୍। ଏହି ଫିଚର ସହିତ ଅନଲାଇନ୍ କାରବାର ପୂର୍ବ ଅପେକ୍ଷା ସହଜ ହେବ। ଖୁବଶୀଘ୍ର ଭଏସ ଫିଚର ଗୁଗୁଲପେ ରେ ଯୋଡାଯିବ। ଯାହାଫଳରେ ଯେଉଁମାନଙ୍କର ମାତୃଭାଷା ହିନ୍ଦୀ, ତାମିଲ, ଓଡିଆ, ବଙ୍ଗାଳୀ ପରି ଆଞ୍ଚଳିକ ଭାଷା ଅଟେ ଏବଂ ସେମାନଙ୍କୁ ପଢିବା ଆଉ ଲେଖିବାରେ ଅସୁବିଧା ହୋଇଥାଏ। ଏଭଳି ସ୍ଥଳେ ଏହି ଫିଚର ସେମାନଙ୍କ ପାଇଁ ଲାଭଦାୟକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ