Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ଗଙ୍ଗାନଦୀର ପ୍ରଦୂଷଣ ହାର

ପ୍ରୟାଗରାଜ: କୁମ୍ଭମେଳାରେ ବୁଡ ପକାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି । ଗଙ୍ଗାନଦୀର ଜଳ ଗୁଣବତ୍ତା ହାର ଏନଜିଟି ରିପୋର୍ଟରେ ସାମ୍ନାକୁ ଆସିଛି। ପାଣିରେ ମଳ କୋଲିଫର୍ମର ମାତ୍ରା ମଧ୍ୟ ଅଧିକ ମାତ୍ରାରେ ରହିଥିବା ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପାଣିରେ ପେକଲ କୋଲିଫର୍ମର ମାତ୍ରା ପ୍ରତି ୧୦୦ ମିଲିରେ ୨୫୦୦ ୟୁନିଟ୍ ଥିବା ନେଇ ରେକର୍ଡ କରାଯାଇଛି । ମହାକୁମ୍ଭ ଆରମ୍ଭ ଦିନଠାରୁ ଏହି ଜୀବାଣୁର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇଛି । ଯାହା ମହାକୁମ୍ଭରେ ବୁଡ ପକାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିପଜ୍ଜନକ ଅଟେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ