Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାକୁମ୍ଭକୁ ବଦନାମ କରିବାକୁ ବିରୋଧୀଙ୍କ ପ୍ରୟାସ: ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ: ପ୍ରୟାଗରାଜ ସଙ୍ଗମ ଜଳ ସ୍ନାନ ଉପଯୋଗୀ ନୁହେଁ। ଯାହାକୁ ନେଇ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିକଟରେ ସଙ୍ଗମ ଜଳରେ ଫିକଲ ବ୍ୟାକ୍ଟେରିଆର ଉପସ୍ଥିତି ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଦେଇଥିଲା। ମହାକୁମ୍ଭକୁ ବଦନାମ କରିବାକୁ ବିରୋଧୀ ପ୍ରୟାସ କରୁଥିବା ସେ କହିଛନ୍ତି। ଏପରିକି ସଙ୍ଗମ ଜଳ ଆଚମନ ପାଇଁ ଏକଦମ ଉପଯୁକ୍ତ ବୋଲି ସେ ଦାବି ମଧ୍ଯ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ