Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାକୁମ୍ଭରେ ‘ଓଡେଲା ୨’ର ଟ୍ରେଲର ରିଲିଜ

ପ୍ରୟାଗରାଜ: ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ‘ଓଡେଲା ୨’ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ବର୍ତ୍ତମାନ ଫିଲ୍ମର ଟିଜର ଲଞ୍ଚ କରାଯାଇଛି। ଫେବ୍ରୁଆରୀ ୨୨ରେ ପ୍ରୟାଗରାଜର ମହାକୁମ୍ଭରେ ଫିଲ୍ମର ଟିଜର ଲଞ୍ଚ୍ ହୋଇଯାଇଛି। ଏଥିପାଇଁ ଅଭିନେତ୍ରୀଙ୍କ ସହ ଫିଲ୍ମର ପୂରା ଟିମ୍ ମହାକୁମ୍ଭରେ ପହଞ୍ଚିଥିଲା। ତେବେ ଏହି ଫିଲ୍ମରେ ତମନ୍ନା ରୌଦ୍ର ରୂପରେ ନଜର ଆସିଛନ୍ତି। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ