Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟୋକୁ ପିଟିଲା ଟ୍ରକ, ୭ ମୃତ

ପାଟନା: ବିହାର ପାଟନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମସୌଡି-ପିତମାସ ରୋଡର ନୁରା କୱାର ନିକଟରେ ଘଟିଥିଲା। ସୂଚନା ଅନୁଯାୟୀ ଏକ ଅଟୋକୁ ପିଟିଛି ବାଲି ବୋଝେଇ ଟ୍ରକ। ଟ୍ରକଟି ବହୁତ ଦ୍ରୁତ ଗତିରେ ଯାଉଥିଲା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଅଟୋ ସହ ଧକ୍କା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ