Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନଲାଇନରେ ମିଳୁଛି ପ୍ରୟାଗରାଜର ସଙ୍ଗମ ଜଳ

ପ୍ରୟାଗରାଜ: ଅନଲାଇନରେ ମିଳୁଛି ପ୍ରୟାଗରାଜର ସଙ୍ଗମ ଜଳ। ଯେଉଁମାନେ ପ୍ରୟାଗରାଜ ଯାଇପାରିନାହାଁନ୍ତି, ସେମାନଙ୍କ ପାଇଁ ଅନଲାଇନ୍ ଡେଲିଭରି ପ୍ଲାଟଫର୍ମ ବ୍ଲିଙ୍କିଟ୍ ଗଙ୍ଗା ଜଳ ଆଣିଛି।ବ୍ଲିଙ୍କିଟ୍ ଏହାର ପ୍ଲାଟଫର୍ମରେ ବିକ୍ରି କରୁଥିବା ସଙ୍ଗମ ଜଳର ପ୍ରତି ୧୦୦ ମିଲି ବୋତଲର ମୂଲ୍ୟ ୬୯ ଟଙ୍କା। କହିବାକୁ ଗଲେ ଗୋଟିଏ ଲିଟର ମିନେରାଲ୍ ୱାଟର ବୋତଲର ମୂଲ୍ୟ ୨୦ ଟଙ୍କା ଥିବାବେଳେ ଗୋଟିଏ ଲିଟର ସଙ୍ଗମ ଜଳରର ମୂଲ୍ୟ ୬୯୦ ଟଙ୍କା ପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ