Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଇବିଆଇର ନୂଆ ଅଧ୍ୟକ୍ଷ ଭାବେ ତୁହିନକାନ୍ତ ପାଣ୍ଡେ ନିଯୁକ୍ତ

ନୂଆଦିଲ୍ଲୀ: ଏସଇବିଆଇର ନୂଆ ଅଧ୍ୟକ୍ଷ ଭାବେ ତୁହିନକାନ୍ତ ପାଣ୍ଡେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ। ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍ ଅଧିକାରୀ ହେଉଛନ୍ତି ତୁହିନକାନ୍ତ ପାଣ୍ଡେ। ଏହି ପଦରେ ପୂର୍ବରୁ ମାଧବୀ ପୁରୀ ବୁଚ୍‌ କାର୍ଯ୍ୟ କରୁଥିଲେ। ଏହି ପଦବୀରୁ ଫେବୃଆରୀ ୨୮ରୁ ଅବସର ନେଉଛନ୍ତି ମାଧବୀ ପୁରୀ ବୁଚ୍‌।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ