Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ଟି ହନୁମାନ ପଇସା ଜବତ, ଜଣେ ଗିରଫ

ନୀଳଗିରି: ହନୁମାନ ପଇସା ଦଲାଲ ଗିରଫ । ୪ଟି ହନୁମାନ ପଇସା ସହ ଲକ୍ଷାଧିକ ଟଙ୍କାର ମାରଣାସ୍ତ୍ର ଜବତ । ଅଭିଯୁକ୍ତ ଜଣଙ୍କ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ କାର୍ତ୍ତିକ ସାମଲ ।
ଖବର ଅନୁସାରେ, ବାଲେଶ୍ବର ଜିଲ୍ଲା ଜୁରିଆପାଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ଓ ହନୁମାନ ପଇସା ଦଲାଲ କାର୍ତ୍ତିକ ସାମଲ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ପୋଲିସ ଟିମ୍ ଚଢ଼ାଉ କରି ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମାରଣାସ୍ତ୍ର, ବନ୍ଧୁକ, ଗୁଳି ଜବତ କରିଛି । ଏହାସହ ଝିଙ୍କକାଠି ଓ ୪ଟି ହନୁମାନ ପୋଇସା ମଧ୍ୟ ପାଇଛି ପୋଲିସ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ