Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବୀନ ନିବାସରେ ନୀତିଶ କୁମାର; ବିରୋଧୀ ଏକତା ଉପରେ ହେବ ଆଲୋଚନା

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ନବୀନ ନିବାସରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସୂଚନାନୁସାରେ, ଦୁଇ ସିଏମ୍ ଏକାଠି ମଧ୍ୟାହ୍ନ ଭୋଜନ କରିବା ସହ ପ୍ରାୟ ଏକ ଘଣ୍ଟିଆ ବୈଠକରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକ ବିରାଟ ବିରୋଧୀ ଦଳ ଗଠନ କରିବାକୁ ନୀତିଶ ବିରୋଧୀ ଏକତା ଆଲୋଚନାକୁ ଆଗେଇ ନେଉଛନ୍ତି। ଏହି ବୈଠକ ମଧ୍ୟ ସମସ୍ତ ଅଣ- ଏନ୍‌ଡିଏ ଦଳଗୁଡ଼ିକୁ ଏକାଠି କରିବା ପ୍ରୟାସର ଏକ ଅଂଶ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ