ଚିପିଲିମା, ୧୧/୬ ସମ୍ବଲପୁରର ଅବସର ପ୍ରାପ୍ତ ସରକାରୀ ଅଧିକାରୀ, ବିଶିଷ୍ଟ ସମାଜସେବୀ ରେଡ଼କ୍ରସ ସୋସାଇଟି ର ପୂର୍ବତନ ସମ୍ପାଦକ ଜୟଜର୍ଙ୍କ ପାଇଲୋକ ଘଟିଛି। ଆଉ ଆମେ ତାଙ୍କୁ ଆମ ଗହଣରେ ପାଇପାରିବା ନାହିଁ l ସେ ଦୀର୍ଘଦିନ ଧରି ରେଡ଼କ୍ରସ ମାଧ୍ୟମରେ ଗରିବ ଅସହାୟ ଲୋକଙ୍କ ସେବା କରିଛନ୍ତି l ତାଙ୍କର ଦେହାନ୍ତ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ l ସେ ଜଣେ ପରୋପକାରୀ ମିଷ୍ଟଭାସି ଏବଂ ସରଳ ସ୍ଵଭାବର ବ୍ୟକ୍ତି ଥିଲେ l ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି lଭଗବାନ ତାଙ୍କର ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପାରିବାରକୁ ଏଭଳି ଏକ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଵା ପାଇଁ ସତସାହାସ ପ୍ରଦାନ କରନ୍ତୁ l ବିଭିନ୍ନ ମହଲରୁ ଶୋକବାର୍ତ୍ତାର ସୁଅ ଛୁଟୁଛି l
ପରଲୋକରେ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ ସମ୍ପାଦକ ଜୟ ଜର୍ଜ
