Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକତାଳ ଛକ ରେ ବଳଦ ସହିତ ପିଟି ହୋଇ ବାଇକ ଚାଳକ ର ମୃତ୍ଯ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଏକତାଲ ଛକ ରେ ସଡକ ଦୁର୍ଘଟଣାରେ ସତ୍ୟ ମେହେର ନାମକ ଏକ ଯୁବକର (୨୮ ବର୍ଷ) ଆଜି ସନ୍ଧ୍ୟାରେ ମୃତ୍ୟୁ ଘଟିଥିବା ଖବର ମିଳିଛି I ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ ଉଲୁଣ୍ଡା ବ୍ଲକ କଳାପଥର ପଂଚାୟତ ଅର୍ନ୍ତଗତ ଜଗନ୍ନାଥ ପାଲି ଗ୍ରାମରୁ କୌଣସି କାର୍ଯ୍ୟରେ ବାଇକ ଯୋଗେ ଉକ୍ତ ଯୁବକ ବୀରମହାରାଜପୁର ଦେଇ ସୁବଳୟା ପଟକୁ ଆସୁଥିବା ବେଳେ ଏକତାଲ ଛକ ଠାରେ ବଳଦ ସହିତ ପିଟି ହୋଇଥିଲା I ବହୁତ ଜୋରରେ ମାଡ଼ ହେବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଛି l ଖବର ପାଇ ଦୁର୍ଘଟଣା ସ୍ଥଳରେ ସୁବଳୟା ପୋଲିସ ପହଂଚି ତଦନ୍ତ କରୁଥିବା ଜଣା ଜଣାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ