Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝରlପଡା ରୁ ପୋଲିସ ପୋଷାକରେ ଆସି ଅନ୍ଧ ନେଗୀ ନାମକ ଯୁବକକୁ ରାତି ଅଧରେ ଟେକି ନେଲେ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମହଦା ଗ୍ରାପ ର ଝରlପଡା ଗ୍ରାମରୁ ଦୁଇଦିନ ତଳେ ରାତ୍ରି ୧ ଘଣ୍ଟା ସମୟରେ ବେସରକାରି ବୋଲେରୋରେ ପୋଲିସ୍ ପୋଷାକମାନ ପିନ୍ଧି କିଛି ଲୋକ ଝରlପଡା ଗ୍ରାମରୁ ଅକ୍ଷ ନେଗୀ ନାମକ୍ ଏକ ଯୁବକକୁ ଧମକ ଦେଇ ସାଙ୍ଗେ ନେଇଥିଲେ। ଆଜି ପର୍ଯ୍ୟନ୍ତ ତାର ପତ୍ତା ମିଳିନାହିଁ ବୋଲି ତାର ବାପା ଲେଖିକି ଏତଲା ଦାଖଲ କରିଛନ୍ତି । ଜଦି ପୋଲିସ୍ ନେଇଥାଏ ତେବେ ପରିବାରବର୍ଗଙ୍କୁ ନଜଣେଇ କିଭଳି ନେବ ? ଏ ବିଷୟରେ ଜାଣିନଥିବା ପାରିବାର ଲୋକ ଙ୍କୁ ବୀରମହାରାଜପୁର, ସୋନପୁର, ପୁଇନ୍ତଲା, ବଳାଙ୍ଗିର୍ ଟାଉନ୍ ଓ ବଳାଙ୍ଗିର୍ ସଦର ପୋଲିସ୍ ପ୍ରସାସନ କହିଛନ୍ତି । ଏପଟ ସେପଟ ଦୌଡ଼ି ଦୌଡ଼ି ନିରାଶ ହୋଇ ପରିବାରବର୍ଗର ଲୋକେ ଶେଷ ରେ ଅନ୍ୟ ଉପାୟ୍ ନପାଇ ବୀରମହାରାଜପୁର ଥାନାରେ ଏତାଲା ଦାଖଲ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ