Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍ଟି ଫଣ୍ଡ ଉପରେ ପାଣ୍ଡିଆନ ନଜର – ବିଜେପି ବିଧାୟକ ସରୋଜ ପାଢ଼ୀ

ନବୀନଙ୍କ ପଛରେ ପାଣ୍ଡିଆନ ଗୋଡ଼େଇଛନ୍ତି କ’ଣ ପାଇଁ ? ତାଙ୍କର କି ସ୍ୱାର୍ଥ ଅଛି ? ରାଜନୈତିକ ସ୍ୱାର୍ଥ ନା ଅନ୍ୟକିଛି ? ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଆସିଥିଲେ, ପାଣ୍ଡିଆନଙ୍କୁ ଗାଳି କରିକି ଯାଇଛନ୍ତି। ଅସଲ କଥା ହେଉଛି ବିଜେଡିର ପାର୍ଟି ଫଣ୍ଡ ଉପରେ ପାଣ୍ଡିଆନଙ୍କ ନଜର ଅଛି ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ