Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣେଶ ପୂଜା ଅବସରରେ ଅନ୍ନ ଭୋଗ ଖାଦ୍ୟ ବଣ୍ଟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ଗଣେଷ ପୂଜା କମିଟି ପକ୍ଷରୁ ୧୯ ତମ ଗଣେଷ ପୂଜା ଅବସରରେ ଅନ୍ନ ଭୋଗ ଖାଦ୍ୟ ବଣ୍ଟନ ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ବିକାଶ ମେହେର , ସମ୍ପାଦକ ରବିନ୍ଦ୍ର ମେହେର,ଆକାଶ ମେହେର ପରିଚାଳନା କରିଥିବା ବେଳେ ଭଷାଣୀ ଉତ୍ସବ ରେ ଅଶ୍ଵିନୀ , ସଞ୍ଜିତ , ପ୍ରକାଶ , କୃଷ୍ଣ, ରିଙ୍କୁ , ପଞ୍ଚାନନ , ତିରନ , ସଞ୍ଜିବ , ଦାମୋଦର , ସୁଦାମ ପ୍ରମୁଖ ନେତୃତ୍ୱ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ