Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚମ୍ପାମାଳ ଗ୍ରାମରେ ଅନନ୍ତ ମୁଖୀ ରେ ଭାଗବତ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପମାଲ ଗ୍ରାମରେ ଅନନ୍ତମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ରବିବାର ଗ୍ରହଣ ଥିବାରୁ ସକାଳ ୬ ଘଣ୍ଟା ରୁ ଆରମ୍ଭ ହୋଇ ୧0.00 ସମୟରେ ସମାପ୍ତ ହୋଇଥିଲା l ଚମ୍ପାମାଲ ବ୍ରାହ୍ମଣ ସମାଜଙ୍କ ଉଦ୍ୟମ ରେ ଭାଦ୍ରବ ମାସ ପୁର୍ଣିମା ତିଥିରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କିଶୋର ହୋତା , ରାମକୃଷ୍ଣ ହୋତା , ରାଜେନ୍ଦ୍ର ପୁରୋହିତ , ଅକ୍ଷୟ ହୋତା , ଶମ୍ଭୁ ପ୍ରସାଦ ପଣ୍ଡା , ଅର୍ଜୁନ ହୋତା, ବାସୁଦେବ ହୋତା, ପ୍ରମୋଦ ପୁରୋହିତ , ନିତ୍ୟାନନ୍ଦ ପଣ୍ଡା, ପ୍ରଦ୍ୟୁମ୍ନ ପୁରୋହିତ , ସରୋଜ ହୋତା , ଦେବେନ୍ଦ୍ର ପୁରୋହିତ, ଗଣେଶ ହୋତା, ସତ୍ୟବାନ ପୁରୋହିତ, ଜନାର୍ଦନ ପୁରୋହିତ, ବିଜୟ ହୋତା , ଚୈତନ୍ୟ ହୋତା, ରାମେଶ୍ୱର ହୋତା , ଅନନ୍ତ ନାରାୟଣ ପୁରୋହିତ, ଶତ୍ରୁଘନ ପଣ୍ଡା , ସିପୁନ ପୁରୋହିତ ଙ୍କ ସମେତ ବ୍ରାହ୍ମଣ ସମାଜ ର ବହୁ ସଦସ୍ୟ ଅନନ୍ତ ମୁଖୀ ଅବସରରେ ଭାଗବତ ପଠନ କରିଥିଲେ l