Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେବା ପକ୍ଷ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ସେବା ପକ୍ଷ ପାଳନ ଅବସରରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ରବିବାର ସକାଳ ୬ ଘଣ୍ଟା ସମୟରେ ବୀରମହାରାଜପୁର ମଣ୍ଡଳ ବିଜେପି ତରଫରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଓ ଟାକ୍ସି ଷ୍ଟାଣ୍ଡ ଠାରେ ସ୍ୱଚ୍ଛତା କାର୍ଯକ୍ରମ ମଣ୍ଡଳ ସଭାପତି ସୁମନ୍ତ କୁମାର ଜଗଦଲl ଙ୍କ ନେତୃତ୍ୱରେ କରାଯାଇଛି। ଉକ୍ତ କାର୍ଯକ୍ରମ ରେ ଜିଲ୍ଲା ସଭାପତି ବେଣୁଧର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟl ଉଷା କୁମାରୀ , ସ୍ୱଚ୍ଛ ଭାରତ ଅଭିଯାନ ଜିଲ୍ଲା ସଂଯୋଜିକା ନଳିନୀ ପଣ୍ଡା , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ମିଶ୍ର , ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା , ରୋହିତ ହୋତା , ବିପିନ୍ ପଣ୍ଡl , ଗୌତମ ପଣ୍ଡl , ସୁରୁବାବୁ ସାହୁ , କର୍ମୁ କଲତା, ବାବୁଲା ପଣ୍ଡା, ଜିତେନ୍ଦ୍ର ଦାସ , ରବି ସିକl , ସିଦ୍ଧାର୍ଥ ପାତ୍ର , ଘନଶ୍ୟାମ ଜଗଦଲା , ଭଗବାନ ପଣ୍ଡା , ଦେବରଞ୍ଜନ ଦେହୁରୀ , ବିପିନ୍ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।