ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜା ର ମୁଖ୍ୟ ଆକର୍ଷଣ ଥିଲା ମୁରାସୁର ଡରବାର୍

ବୀରମହାରାଜପୁର : ସୋମବାର ସନ୍ଧ୍ୟାରେ ମୁରଶୁଣ୍ଢୀ ଗଜଲକ୍ଷ୍ମୀ ପୂଜାର ମୁଖ୍ୟ ଆକର୍ଷଣ ଥିଲା ମୁରାସୁର ଦରବାର l ଡରବାର୍ ରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ଓ ପ୍ରସନ୍ନ ନାଏକ ରେଞ୍ଜେର ସାମ୍ନାନୀତ ଅତିଥିଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ I କମିଟି ସଭାପତି ଲବ କୁମାର ସାହୁ ଉପସଭାପତି ଧନଞ୍ଜୟ ସାହୁ , ସମ୍ପାଦକ ତ୍ରୟୋଞ୍ଜୀବ ମିଶ୍ର ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଏହି ମୁରାସୁର ଦରବାରରେ ହଜାର ହଜାର ଦର୍ଶକ କାର୍ଯ୍ୟକ୍ରମ କୁ ପ୍ରାଏ ପାଞ୍ଚୋଟି ଜିଲ୍ଲାର ଦର୍ଶକ ଉପଭୋଗ କରୁଥିବା ବେଳେ ମୁରାସୁର ଓ ତାଙ୍କର ମନ୍ତ୍ରି ପରିଷଦର ଅଭିନୟ ଦର୍ଶକଙ୍କ ମନ ଜିଣି ନେଇଥାଏ l