Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବିର୍ସାମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ କୁ ଜନଜାତୀୟ ଗୌରବ ଦିବସ ଭାବେ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବିର୍ସା ମୁଣ୍ଡା ଙ୍କ 150 ତମ ଜନ୍ମ ଜୟନ୍ତୀ କୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି l ଶନିବାର ଏ ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ବିର୍ସା ମୁଣ୍ଡା ଙ୍କ ଜୀବନୀ ତଥା ଇଂରେଜ ମାନଙ୍କ ବିରୋଧ ରେ ତାଙ୍କର ବୀରତ୍ୱପୂର୍ଣ୍ଣ ଲଢେଇ ସମ୍ପର୍କରେ ଆଲୋଚନା କରିଥିଲେ l ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ