ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା; ଆଜିଠୁ ଅନ୍ଲାଇନ୍ରେ ଆବେଦନ,୧୭ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର ,୬|୧୨: ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ। ଆଜିଠାରୁ ଆବେଦନ ପ୍ରକ୍ରିୟା ପାଇଁ ଆବେଦନ କରି ପାରିବେ ଆଶାୟୀ | ପେପର-୧ ସକାଳ ୯ରୁ ସାଢ଼େ ୧୧ ଯାଏ ଚାଲିବାକୁ ଥିବା ବେଳେ ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବାର ରହିଛି । ଆବେଦନର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ |
ଅନ୍ଲାଇନ୍ରେ ଆବେଦନ କରି ପାରିବେ ଆଶାୟୀ। ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁୃ ପ୍ରକାଶ ପାଇଛି ବିଜ୍ଞପ୍ତି |

