ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଉପାଧକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲା ବିଜୁଜନତା ଦଳ ଯୁବ ସଭାପତି ଶ୍ରୀଯୁକ୍ତ ନାରାୟଣ ଲୁହାଙ୍କ ଙ୍କ ସଭାପତିତ୍ଵ ରେ ଆସନ୍ତା ୨୬ତାରିଖରେ ହେବାକୁ ଥିବା ବିଜେଡି ପ୍ରତିଷ୍ଠା ଦିବସ ପାଇଁ ଅଜି ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏହି ବୈଠକରେ ପ୍ରଦୀପ କୁମାର ମିଶ୍ର , ଯତୀନ ପାଣିଗ୍ରାହୀ , ସତ୍ୟଞ୍ଜିବ ମିଶ୍ର , ସରୋଜ ବାରିକ, ସୁରୁନାରାୟଣ ମହାକୁର , ଶୈଳନ୍ଦ୍ର ବାଦି, ଲକ୍ଷ୍ମୀ ନାରାୟଣ ପୁରୋହିତ, ଙ୍କ ସହିତ ପ୍ରାୟ ୫୦ ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ l

