Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ, କାହାକୁ ମିଳିଲା କେଉଁ ବିଭାଗ?

ଭୁବନେଶ୍ୱର,୨|୧: ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆବର୍ଷ ଆରମ୍ଭରେ ନିଯୁକ୍ତି ଦେଇଛନ୍ତି ସରକାର । ରାଜ୍ୟ ସରକାର ଦେଓରଂଜନ ସିଂଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ନିଯୁକ୍ତି ଦେଇଥିବା ବେଳେ ସତ୍ୟବ୍ରତ ସାହୁଙ୍କୁ ମେମ୍ବର, ବୋର୍ଡ ଅଫ୍ ରେଭିନ୍ୟୁ ଦାୟିତ୍ୱ ଦେଇଛନ୍ତି। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ସଚିବ ଭାବେ ଭାଷ୍ମର ଜ୍ୟୋତି ଶର୍ମା ଦାୟିତ୍ୱ ନେଇଥିବା ବେଳେ। ହେମନ୍ତ ଶର୍ମାଙ୍କୁ ଗୃହ ସଚିବ ବିଭାଗରେ ନିଯୁକ୍ତି ପାଇଛନ୍ତି । ଜଳ ସମ୍ପଦ ବିଭାଗର ସଚିବ ଭାବେ ଶୁଭା ଶର୍ମାଙ୍କୁ ଦାୟିତ୍ୱ ମିଳିଛି । ରାଜେଶ ପ୍ରଭାକର ପାଟିଲ ହେଲେ ଓସଡମାର ପରିଚାଳନା ନିର୍ଦ୍ଦେଶକ | ସେହିପରି ମଧୁମିତ ରଥ ନୟାଗଡ଼ ଜିଲ୍ଲାପାଳର ଦାୟିତ୍ୱ ନେଇଛନ୍ତି । ଗଜପତି ଜିଲ୍ଲାପାଳ ଭାବେ ଅକ୍ଷୟ ସୁନୀଲଙ୍କୁ ଦାୟିତ୍ୱ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ