Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ ର ସଦସ୍ୟ ଶ୍ରୀ ନିବାସ ଅଗ୍ରବାଲା ଙ୍କ ସହାୟତା ରେ ବୀରମହାରାଜପୁର କାର୍ଯ୍ୟାଳୟ ପରିସରରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମଳ ବଣ୍ଟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଟ ନାଗରିକ ସଙ୍ଘ ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ସଙ୍ଘ ର ବରିଷ୍ଠ ସଦସ୍ୟ ଶ୍ରୀନିବାସ ଅଗ୍ରୱାଲ ବ୍ୟକ୍ତିଗତ ଭାବେ ଅସହାୟ ବ୍ୟକ୍ତିଙ୍କୁ କମ୍ବଲ ପ୍ରଦାନ କରିଥିଲେ l ବରିଷ୍ଠ ନାଗରିକ ସଙ୍ଘର ସଭାପତି ଙ୍କ ଉଦ୍ୟମ କ୍ରମେ ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରୀନିବାସ ଅଗ୍ରୱାଲ , ଦୟାନିଧି ହୋତା , ସନ୍ତୋଷ ଷଡ଼ଙ୍ଗୀ , କୃଷ୍ଣଚନ୍ଦ୍ର ପାଢୀ , ସୌମିତ୍ରୀ ମେହେର , ବାସୁଦେବ ପଣ୍ଡl , ଆକୃର ଦନ୍ତା , ଦିଲ୍ଲୀପ ମିଶ୍ର , ଇନ୍ଦ୍ରଜିତ ପରୁଆ , ସୁରୁ ସାହୁ , ଦିଲ୍ଲୀପ ତ୍ରିପାଠୀ, ଚମରା ମହାକୁର , ଦ୍ଵିତୀ କୃଷ୍ଣ ପଣ୍ଡା , ରାଧେଶ୍ୟାମ ପୁରୋହିତ , ଗୋପିନାଥ ମହାକୁର , ଅକ୍ଷୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ୫o ରୁ ଉର୍ଦ୍ଧ୍ବ ଅସହାୟ ବ୍ୟକ୍ତି ବିଶେଷ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories