Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ; ୧୬ ଗିରଫ, ୨୩ ହଜାର ୮ ଶହ ଟଙ୍କା,ମୋବାଇଲ ଫୋନ୍ ସମେତ ୮ଟି ବାଇକ୍ ଜବତ କରିଛି ପୋଲିସ

ପୁରୀ ୧୯।୧: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ ହୋଇଛି । ଏହି ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଘଟଣାସ୍ଥଳରୁ ୨୩ ହଜାର ୮ ଶହ ଟଙ୍କା, ୧୫ଟି ମୋବାଇଲ ଫୋନ୍ ସମେତ ୮ ଟି ବାଇକ୍ କୁ ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ପୁରୀର ଶ୍ରୀସେତୁ ପାଖରେ ଥିବା ଜଳଭଣ୍ଡାର ଠାରେ ଏହି ବେଆଇନ ଜୁଆଖେଳ ଚାଲିଥିଲା । ସୂଚନା ପାଇ ଅଚାନକ ଭାବେ ଚଢାଉ କରିଥିଲା ପୁରୀ ପୋଲିସ । ତେବେ ଏହି ଚଢାଉରେ ପୋଲିସ ସମୁଦାୟ ୧୬ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଘଟଣାସ୍ଥଳରୁ ୨୩ ହଜାର ୮ ଶହ ଟଙ୍କା, ୧୫ଟି ମୋବାଇଲ ଫୋନ୍ ସମେତ ୮ଟି ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ କୋର୍ଟ ଚାଲାଣ କରିଛି ବୋଲି ଜଣାପଡିଛି। ଏନେଇ ସଦର ଏସଡିପିଓ ରବିନାରାୟଣ ଭଞ୍ଜ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories