Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା; ସୋସିଆଲ ମିଡିଆରେ ପୋଷ୍ଟ କରି ‘କାଳିଆ ଆସିଲା’ ବୋଲି କହିଲେ ସବ୍ୟସଚୀ

ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଓଲିଓଡ଼ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା | ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ସବ୍ୟସଚୀ | ଯେଉଁଥିରେ ସେ ଘରକୁ କାଳିଆ ଆସିଲା ବୋଲି କହିଛନ୍ତି । ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କ ଆଶିଷ ପ୍ରାର୍ଥନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories